ନିଉଁଛାଇବା

ଉଇକିଅଭିଧାନ‌ରୁ

ନିଉଁଛାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନିଉଁ(ଉ)ଛାଳିବା, ନିଉଁ(ଉ)ଛିବା, ନିଉଚ୍ଛିବା, ନିଉଁ(ଉ)ଛାଳିବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ନିର୍ମଞ୍ଛନ;)[ସମ୍ପାଦନା]

୧. ବନ୍ଦାଇବା; ବନ୍ଦାପନାକରିବା — ୧. To salute or adore by waving a light before a new comer or guest.

ବନଜ ନିଉଁଛାଳି କରି ଖଞ୍ଜନ ନିଉଁଛାଳଇବାରେ ନେତ୍ରେ ଭଞ୍ଜ. ବୈଦେହୀଶବିଳାସ

୨. ନବାଗତ ବ୍ୟକ୍ତି ବା ବରକନ୍ୟାଙ୍କ ଆଗରେ ଥାଳିରେ ଗଣ୍ଡିଏ ଅନ୍ନ ଧରି ବନ୍ଦାପନା କରିବା — ୨. To salute a new comer guest or a bridge or bridegroom by formally presenting some boiled rice in a plate.
୩. ପ୍ରଣାମ କରିବା — ୩. To make salutation or obeisance.
୪. ଦେବତାଙ୍କୁ ଉତ୍ସର୍ଗ କରିବା; କୌଣସି ବ୍ୟକ୍ତିର ବା ରୋଗୀର ମଙ୍ଗଳ ଉଦ୍ଦେଶ୍ୟରେ ବା ଅଶୁଭ ନିବାରଣ ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତିର ମୁଣ୍ଡରେ ଧନ ବା ଅଳଙ୍କାର ଛୁଆଇଁ ଉକ୍ତ ବ୍ୟକ୍ତିର ମଙ୍ଗଳ ହେଲେ ବା ରୋଗ ଉପଶାନ୍ତ ହେଲେ ଉକ୍ତ ଧନରତ୍ନାଦି ବା ତତ୍ପରିକଳ୍ପିତ ମୂଲ୍ୟର ଭୋଗ ଆଦି କୌଣସି ଦେବତାଙ୍କୁ ଦେବାପାଇଁ ଉତ୍ସର୍ଗ କରିବା; ପାଣି ଛଡାଇବା — ୪. To set apart some money or ornamet to a Deity by touching the head of a patient with it and making a vow that it will be offered to the Deity if the patient comes round.