ଘରେ ଗୋଡ଼ ଦେବା
Appearance
ଘରେ ଗୋଡ଼ ଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘରେ ଗୋଡ଼ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରଥମେ ଗୃହରେ ପ୍ରବେଶ କରିବା —୧. To enter into the house for the first time; to step into the house.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରିବା — ୨. To begin to do a work.
ଘରେ ଗୋଡ଼ ନ ଦେଉଣୁ ମୁଣ୍ଡରେ ଚାଳ ବାଜିବା—ଢ଼ଗ