ଲହକିବା
ଦେଖଣା
ଲହକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲହକିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନହକିବା; ଲକ୍ ଲକ୍ ହେବା — ୧. Towave to and fro (said of a long ten-der strip)-
- ୨. ଅବନତ ହେବା; ବାରମ୍ୱାର ଲଇଁବା — ୨. To bend.
[ଦ୍ରଷ୍ଟବ୍ୟ —ସରୁ ବାହୁଙ୍ଗିର ଦୁଇ ପାଖରେ ଭାର ଝୁଲାଇ ତାକୁ କାନ୍ଧରେ ବୋହି କରି ଚାଲିବାବେଳେ ସେ ବାହୁଙ୍ଗି ଲହକୁଥାଏ]
- ୩. (ନିଆଁ) ଜଳି ଉଠିବା —୩. To blaze up.