ବୋଡ଼ି

ଉଇକିଅଭିଧାନ‌ରୁ

ବୋଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ(ସଂସ୍କୃତ - ବୋଡ଼୍ରୀ)[ସମ୍ପାଦନା]

୧. ପାଞ୍ଚଗଣ୍ଡା ବା ୨ ବଡ଼ା କଉଡ଼ି; ପଣର ଏକ ଚତୁର୍ଥାଂଶ —୧. Twenty cowry-shells (formerly used as currency.)

ସେରକ ଚାଉଳ କଉଡ଼ି ବୋଡ଼ିଏ ନିତି ରାଜା ପଡ଼ି ଦେଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୨. ବୁଡ଼ୀ କପା —୨. Bori cotton.