ତରଣ
ଦେଖଣା
ତରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାରହେବା+ଭାବ. ଅନ)
[ସମ୍ପାଦନା]- ୧. ପାରଗମନ; ପାରିହେବା; ଅତିକ୍ରମଣ — ୧. Act of crossing over; passing over.
- ୨. ପ୍ଳବନ; ପହଁରିବା —୨. Swimming.
- ୩. ଦେଶାନ୍ତର ଗମନ —୩. Going a broad.
- ୪. (+କରଣ ଅନ) ଭେଳା —୪. Raft.
- ୫. ଡଙ୍ଗା —୫. Boat.
- ୬. ସ୍ୱର୍ଗ —୬. Heaven.
- ୭. ନିସ୍ତାର; ଉଦ୍ଧାର —୭. Deliverance.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବଟା ଚାଉଳ କ୍ଷିରୀ; ଯାଉ —୧. Gruel.
ତିନିପା ଦେଇଣ ପାଏକ ବଳିଲେ ଆପେ ତରଣ ରାନ୍ଧଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୨. ପିଠା କରିବା ସକାଶେ ବଟା ଯାଇଥିବା ପିଠଉ — ୨. Dough; paste made from grains for making cakes.