ତିରଣ
ତିରଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ତିରଣ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ତୃଣ)[ସମ୍ପାଦନା]
- ୧. ତୃଣ; ଘାସ — ୧. Grass.
ମନ୍ଦୁରା ଅଭାବେ କୁମରମଣିରେ ତିରଣ ଶଯ୍ୟା କରଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
- ୨. ଖାଦ୍ୟ —୨. Food; meal.
ଆଜି ଏକାଦଶୀ, ଦାନ୍ତରେ ତିରଣ ଦେଇ ନାହିଁ— ଫକୀରମୋହନ ଛମାଣଆଠଗୁଣ୍ଠ