ଲୋଥରା
ଲୋଥରା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଲୋଥରା
|
ଦେଶଜ - ବିଶେଷ୍ୟ - ଓ ବିଶେଷଣ - ପୁଂ—(ସଂସ୍କୃତ - ସ୍ଥୂଳକାୟ)—[ସମ୍ପାଦନା]
- ୧. ନପୁଂସକ ବ୍ୟକ୍ତି; ହେଞ୍ଜାଡ଼ା —୧. An impotent person; eunoch.
- ୨. ଅତିରିକ୍ତ ବୟସ୍କ ହୋଇ ସୁଦ୍ଧା ଯେ ବିବାହ କରି ନ ଥାଏ —୨. (A. person) Who is bstill a bachelor in an advanced age.
- ୩. ଅତି ସ୍ଥୂଳକାୟ ବ୍ୟକ୍ତି — ୩. A fat or corpulent person.