Jump to content

ବୈଷମ୍ୟ

ଉଇକିଅଭିଧାନ‌ରୁ

ବୈଷମ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବିଷମ+ଯ)

[ସମ୍ପାଦନା]
୧. ବିଷମତା; ସାମ୍ୟତାର ଅଭାବ — ୧. Want of uniformity; unevenness, ineqality.
୨. ବୈସାଦୃଶ୍ୟ —୨. Dissimilarity; disparity.
୩. ବିରୁଦ୍ଧଭାବ; ଶତ୍ରୁତା — ୩. Enmity; hostility.
୪. ଅମେଳ —୪. Disagreement.