Jump to content

ରୟଣୀ

ଉଇକିଅଭିଧାନ‌ରୁ

ରୟଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପ୍ରାଚୀନ ଓଡ଼ିଆ ସଂସ୍କୃତ - ରଜନୀ;ପ୍ର. ରଅଣି)

[ସମ୍ପାଦନା]
୧. ରଜନୀ; ରାତ୍ରି —୧. The night.

[ଉ—ସମ୍ପୂର୍ଣ୍ଣ ରୟଣୀ ଅଧ ହୋଇଲେକ ନିଶି ପ୍ରାଚୀ—ରହସ୍ୟମଞ୍ଜରୀ]

୨. ରହଣି; ରହିବା —୨. Resting; stopping.
୩. ବିଶ୍ରାମ —୩. Rest.
୪. ବିଶ୍ରାମ ସ୍ଥାନ; ଆଶ୍ରୟ — ୪. Shelter; a place for resting.
୫. ଅବକାଶ; ଅବସର —୫. Leisure.