ପେନ୍ସିଲ୍

ଉଇକିଅଭିଧାନ‌ରୁ

ପେନ୍ସିଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ପେନ୍ସିନ୍(ଲ୍), ପିନ(ନି)ସ୍(ସି)ଖଡ଼ି, ପେନ୍ସିନ୍(ନି,ଲ,ଲି), ପେନ୍ସିନ୍(ନି,ଲ,ଲି), ପେନି(ନି)ସିଲଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

କାଳୀର ବିନା ସାହାଯ୍ୟରେ ଅସ୍ଥାୟୀ ଭାବରେ ଲେଖିବା ପାଇଁ ବ୍ୟବହୃତ ସୀସାର ବା ଖଡ଼ିର ଲେଖନୀ —Pencil

[ଦ୍ରଷ୍ଟବ୍ୟ —କାଗଜରେ ଲେଖିବା ପାଇଁ ବ୍ୟବହୃତ ଉଡନ୍ ପେନ୍ସିଲ୍ ବା ଲେଡ଼୍ ପେନସିଲ୍ ଓ ସ୍ଲେଟ ଉପରେ ଲେଖିବା ପେନ୍ସିଲକୁ ଖଡ଼ି ପେନ୍ସିଲ୍ ବା ସ୍ଲେଟ୍ ପେନ୍ସିଲ୍ କହନ୍ତି ଭିନ୍ନ ଭିନ୍ନ ରଙ୍ଗର ପେନ୍ସିଲ୍କୁ ସେହି ସେହି ରଙ୍ଗର ନାମରେ ନାମକରଣ କରାଯାଏ, ଯଥା—ନାଲି, ନେଳି, ବାଇଗଣୀ ପେନ୍ସିଲ୍ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ବ୍ୟବହୃତ ପେନ୍ସିଲର ମଧ୍ୟ ଭିନ୍ନ ନାମ ଅଛି, ଯଥା—ଡ଼୍ରଇଙ୍ଗ୍ ପେନ୍ସିଲ୍, କପିଙ୍ଗ୍ ପେନ୍ସିଲ୍, ସ୍ଲେଟ୍ ପେନ୍ସିଲ୍ ]