ଶହର
ଦେଖଣା
ଶହର
ଉଚ୍ଚାରଣ
[ସମ୍ପାଦନା][ଶଅ(ହ)ରୁଣୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶବର)
[ସମ୍ପାଦନା]- ୧. ଶବର (ଦେଖ) - — ୧. Ṡabara (See)
- ୨. ଗଡ଼ଜାତର ପାର୍ବତ୍ୟ ଅନାର୍ଯ୍ୟ ଜାତିବିଶେଷ — ୨. A caste of aborigines of the Garjats.
[ଉ—ଏମାନେ ମଧ୍ୟ ମୋଗଲବନ୍ଦୀରେ ଅସ୍ପୃଶ୍ୟଜାତି ରୂପେ ଗଣ୍ୟ]
- ୩. ସହର (ଦେଖ) - —୩. Sahara (See)
ଶହର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶବର)
[ସମ୍ପାଦନା]ଶଅର (ଦେଖ) - —Ṡa-ara. (See)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ସହର (ଦେଖ) - —Ṡahara (See)