ଚକ୍ରବାକ
ଦେଖଣା
ଚକ୍ରବାକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚକ୍ରବାକ
|
(ଚକ୍ରବାକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ଚକ୍ର+ବଚ ଧାତୁ+କର୍ମ. ଅ; ଯେ ଚକ୍ର ନାମରେ ଉକ୍ତ ହୁଏ; ଯାହାର ଏକ ନାମ ଚକ୍ର)
[ସମ୍ପାଦନା]ଚକୁଆ ପକ୍ଷୀ — The ruddy shel drake.
[ ଦ୍ର—କଥିତ ଅଛି ରାମଚନ୍ଦଙ୍କ ଅଭିଶାପରୁ ଚକ୍ରଚାକ ଯୁଗଳ ଦିନଯାକ ଏକତ୍ର ରହନ୍ତି ଓ ରାତି ହେଲାରୁ ଏମାନଙ୍କର ବିଚ୍ଛେଦ ହୁଏ ଗୋଟିଏ ନଦୀର ଏକ କୂଳରେ ଅପର ନଦୀର ଅନ୍ୟ କୂଳରେ ରହି ପରସ୍ପରକୁ ଝୁରି ରାବ କରୁଥାନ୍ତି ]