ଚକ୍ରାୟୁଧ
=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଚକ୍ର+ଆୟୁଧ)
ଯାହାର ଚକ୍ର ଶସ୍ତ୍ର ଅଟେ — Having the discus as his weapon.
ବିଷ୍ଣୁ —Bishṇu.