ପ୍ରତିପଦ
ଦେଖଣା
ପ୍ରତିପଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରତିପଦ
|
ଦେଶଜ - ବି—(ସଂସ୍କୃତ - ପ୍ରତିପଦ୍)
[ସମ୍ପାଦନା]ପ୍ରତିପଦ୍(୧) (ଦେଖ) - Pratipadt (୧) (See)
- ୨. (ସଂସ୍କୃତ - ପ୍ରତି+ପଦ) ପ୍ରତ୍ୟକ ପହଣ୍ଡ ବା ପଦକ୍ଷପ — ୨. Every step.
(ଯଥା—ମୁଁ ଏ ପାହାଡ଼ିଆ ଭୁଇଁରେ ପ୍ରତିପଦରେ ଝୁଣ୍ଟୁଛି)
- ୩. ପ୍ରତ୍ୟେକ ବାକ୍ୟ ବା କଥା —୩. Every word.
(ଯଥା—ଚଇତିନିଆ ଖନା ପ୍ରତିପଦରେ ଖନଉଛି)
ଅନୁବାଦ
[ସମ୍ପାଦନା]ପ୍ରତିପଦ
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ପ୍ରତିପଦଂ)
[ସମ୍ପାଦନା]- ୧. ପଦେ ପଦେ — ୧. At every step.
- ୨. ଉପର୍ଯ୍ୟୁପରି —୨. Repeatedly.
- ୩. ସର୍ବଦା —୩. Always; constantly.