ଲିଖି
ଦେଖଣା
ଲିଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲିକ୍ଷ)
[ସମ୍ପାଦନା]- ୧. ନିଖ; ଛୋଟ ଉକୁଣି — ୧. Small louse.
[ଉ—ଯେସନେକ ମଥାରେ କେଶରେ ଥାଇ ବଲିଖ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା]
- ୨. ଉକୁଣିଙ୍କ ଡିମ୍ୱ —୨. Eggs of lice.
- ୩. ଅତି କ୍ଷୁଦ୍ର ପଦାର୍ଥ —୩. Very small thing.
- ୪. ଅତି କ୍ଷୁଦ୍ର ପରିମାଣ —୪. Minute quantity.
- ୫. (ପୁଂ ଓ ସ୍ତ୍ରୀ) ଲୋକଙ୍କ ନାମ —୫. A name given to males and females.
ଦେଶଜ - ବିଶେଷଣ -
[ସମ୍ପାଦନା]ଅତି କ୍ଷୁଦ୍ର — Very small.
ଲିଖି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଲିଖ — Small louse.