ଛପା
ଛପା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଛପା
ଦେଶଜ - ବିଶେଷ୍ୟ - (ଢୁଳ—ତା. ଚାପା)[ସମ୍ପାଦନା]
- ୧. ନଡ଼ିଆପତ୍ର ବା ବାଉଁଶ ପାତିଆର ଲମ୍ୱା ଆସନ — ୧. A long mat made of bamboo-scantlings or cocoanut-leaves.
- ୨. (ସଂସ୍କୃତ - କ୍ଷିପ ଧାତୁ, ସଂସ୍କୃତ - କ୍ଷପଣ= ନାଶ) ଲୁଚିବା, ଗୋପନ —୨. Concealment; hiding.
- ୩. (ସଂସ୍କୃତ - ଚପନ= ଛେଚିବା) ଛାପିବା; ମୁଦ୍ରଣ — ୩. Printing.
- ୪. ମୋହର; ମୁଦ୍ରା — ୪. Seal.
ଅନୁବାଦ[ସମ୍ପାଦନା]
- ୫. ମୁଦ୍ରାକାର ମୁଦ୍ରିତ ଧାତୁଖଣ୍ଡ —୫. A piece of metal stamped with letters like a coin.
- ୬. କୌଣସି ବସ୍ତୁ ଉପରେ ମୁଦ୍ରିତ ଚିହ୍ନ — ୬. A mark sealed on a thing.
- ୭. ମୁଦ୍ରିତ ଚିହ୍ନଯୁକ୍ତ କାଗଜ; ଟିକଟ —୭. A bit of paper stamped with a distinctive mark; ticket; stamp.
- ୮. ମୁଦ୍ରିତ ଛବି —୮. Printed picture.
- ୯. ଫଟୋ; ଛାୟାଚିତ୍ର, ଫଟୋଗ୍ରାଫ୍ ଯନ୍ତ୍ରଦ୍ୱାରା ଉତ୍ପାଦିତ ଛବି — ୯. Photo.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ମୁଦ୍ରିତ —୧. Printed.
(ଯଥା—ଛପା ବହି, ଛପା କାଗଜ)
- ୨. ଗୁପ୍ତ; ଲୁକ୍କାୟିତ — ୨. Concealed; hidden.
(ଯଥା—ଜନାକାରୀ, ମଣିଷାମାରୁ ବହୁକାଳ ଯାଏ ଛପା ରହେ ନାହିଁ)
ଯେତେକ ଯାହା କର ଯେତେ ଘୋଡ଼ାଇ, ନ ରହେ କିଛି ଛପା ବିଧାତା ଠାଇଁ ଭିକାରୀଚରଣ. ଗୀତଲହରୀ
- ୩. ଅଜ୍ଞାତ —୩. Unknown.
ମୋତେ କିଛି ନାହିଁ ଛପା ସାରା ଉତ୍କଳରେ—ଭିକାରୀଚରଣ. କଟକବିଜୟ
- ୪. ସାଧାରଣରେ ଅପ୍ରକାଶିତ —୪. Unpublished.