ଚାପିବା
ଚାପିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଭାର ଦେଇ ତଳକୁ ଦାବିବା — ୧. To press downwards by weight.
ବଳିଷ୍ଠ ବଳିକି ଚାପି ଅଧୋଭୂବନରେ, ଭଞ୍ଜ. ବୈଦେହୀସବିଳାସ
- ୨. ଚିପିବା —୨. To squeeze.
- ୩. (କୌଣସି ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ) ଘଷିବା ବା ଚିପିବା — ୩. To massage.
ପାଦ ଚାପନ୍ତି ମିତ୍ର ସୂତେ ଭୂପତି. ପ୍ରେମପଞ୍ଚାମୃତ
- ୪. ଭିଡ଼ିବା —୪. To press tightly.