ଛତ୍ରଭଙ୍ଗ

ଉଇକିଅଭିଧାନ‌ରୁ

ଛତ୍ରଭଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛତ୍ରର ଭଙ୍ଗ; ଛତ୍ର=ରାଜଚିହ୍ନ)[ସମ୍ପାଦନା]

୧. ରାଜାଙ୍କର ରାଜ୍ୟନାଶ — ୧. Loss of one's kingdom.
୨. ରଜାଙ୍କ ସିଂହାସନଚ୍ୟୁତି —୨. Deposition of a king.
୩. ଅରାଜକତା —୩. Anarchy.
୪. ଗୋଳମାଳ —୪. Disorder.
୫. ରଣଭଙ୍ଗ; ଯୁଦ୍ଧରେ ସୈନ୍ୟମାନେ ପରାସ୍ତ ହୋଇ ଯୁଦ୍ଧଭୂମି ଓ ଆପଣାର ଦଳ ଛାଡ଼ି ପଳାଇବା — ୫. A rout.
୬. ବୈଧବ୍ୟ —୬. Widowhood.
୭. ସ୍ୱାତନ୍ତ୍ର୍ୟ —୭. Individuality.