Jump to content

ଶ୍ରୀ ଅକ୍ଷର ବିବର୍ଜତ

ଉଇକିଅଭିଧାନ‌ରୁ

ଶ୍ରୀ ଅକ୍ଷର ବିବର୍ଜତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଶ୍ରୀଅକ୍ଷର ବିବର୍ଜିତ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଗଜମୂର୍ଖ; ଯେ ଆଦୌ ବିଦ୍ୟାରମ୍ଭ କରି ନାହିଁ —Totally illiterate (person)

[ଦ୍ରଷ୍ଟବ୍ୟ — ପାଠ ଶାଳାରେ ବିଦ୍ୟାର୍ଥୀ ମାନେ ବିଦ୍ୟାରମ୍ଭ କରିବା ସମୟରେ କିମ୍ୱା ପ୍ରତିଦିନ ପାଠାରମ୍ଭ କରିବା ପୂର୍ବରୁ ଭୁମିରେ କିମ୍ୱା କାଗଜରେ ବା ତାଳପତ୍ରରେ ପୂର୍ବେ 'ଶ୍ରୀ' ଅକ୍ଷର ଲେଖୁଥିଲେ ଏଥିପାଇଁ ଯେ ଶ୍ରୀ ଅକ୍ଷର ଲେଖି ନାହିଁ ସେ ଆଦୌ ପାଠର ନାମଗନ୍ଧ ଜାଣି ନାହିଁ, ଅର୍ଥାତ୍ ଗଣ୍ଡମୂର୍ଖ ଅଟେ]