ପଦାର୍ଥ

ଉଇକିଅଭିଧାନ‌ରୁ

ପଦାର୍ଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପଦ+ଅର୍ଥ)[ସମ୍ପାଦନା]

୧. ଶବ୍ଦର ଅର୍ଥ — ୧, Import or meaning of a word.
୨. ଶବ୍ଦର ପ୍ରତିପାଦ୍ୟ ବସ୍ତୁ — ୨, A thing denoted by a word.
୩. ବସ୍ତୁ; ଦ୍ରବ୍ୟ —୩, Thing; article.
୪. ଜଡ଼ ପଦାର୍ଥ —୪, Inanimate object.
୫. ସାର; ସତ୍ୱ —୫. Substance.
୬. (ବୈଶେଷିକ ଦର୍ଶନ) ପ୍ରାମାଣ ଯୋଗ୍ୟ ୬ ଗୋଟି ବିଷୟ — ୬, (philosophy) The ୬ objects of proof; categories.

[ଦ୍ରଷ୍ଟବ୍ୟ —ଯଥା—ଦ୍ରବ୍ୟ, ଗୁଣ, କର୍ମ, ସାମାନ୍ୟ ବିଶେଷ ଓ ସମବାୟ ଏହା ଛଡ଼ା 'ଅଭାବ' ଅନ୍ୟ ଏକ ପ୍ରମାଣଯୋଗ୍ୟ ବିଷୟ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଧନ; ସମ୍ପତ୍ତି —Riches.