ପନ୍ଦାର
Appearance
ପନ୍ଦାର
ଉଚ୍ଚାରଣ
[ସମ୍ପାଦନା]ପନ୍ଦଡ଼ା (ରା), ପନ୍ଦାଡ଼ିଆଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପନ୍ତାଡ଼ (ଦେଖ) - ୧. Pantāṟḍ̠a (See)
- ୨. ଘରର ହାତିଅନ୍ଧ ତଳେ ଥିବା ପାଆ— ଭାଗ ବା ପିଣ୍ଡାର ଶେଷଭାଗ — ୨. The end of the veranda under the gable of a thatched house.
- ୩. ଘରର ଚାଳର ଗୋଟିଏ ପାଖ — ୩. One half of the thatch of a house.
- ୪. ଘରର ଓଳି —୪. Eaves of a thatch.
- ୫. ଓଳିତଳ —୫. The ground below the eaves of a thatched house.