ମେଣ୍ଢା

ଉଇକିଅଭିଧାନ‌ରୁ

ମେଣ୍ଢା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମେଣ୍ଢୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଢ୍ର; ମେଣ୍ଠ, ମେଠ, ମେଣ୍ଡ, ଭେଡ଼)[ସମ୍ପାଦନା]

୧. ଗାରଡ଼; ମେଷ; ଭେଡ଼ା —୧. A sheep; ovis.

[ଦ୍ରଷ୍ଟବ୍ୟ —ଊର୍ଣ୍ଣା ଓ ମାଂସ ନିମନ୍ତେ ଏମାନେ ପାଳିତ ହୁଅନ୍ତି ଏମାନେ ଦେଶଭେଦରେ ନାନାପ୍ରକାରର ଓ ନାନାବର୍ଣ୍ଣର ଦେଖାଯାନ୍ତି]

୨. (ଲକ୍ଷଣାର୍ଥ) ମେଷପରି ନିର୍ବୋଧ ବ୍ୟକ୍ତି —୨. (figurative) A simpleton; stupid person.

(ଉ—ମେଣ୍ଢା ହୋଇ— ଯାଅ ଭେଣ୍ଡାଏ ଦେଖି ବ୍ୟାଖ୍ୟାଚାତୁରୀ ମଧୂସୂଦନ କବିତା)