Jump to content

ଶୁକଳ

ଉଇକିଅଭିଧାନ‌ରୁ

ଶୁକଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଶୁକ୍ଳ)

[ସମ୍ପାଦନା]

ଶୁକ୍ଳ (ଦେଖ) - — Ṡukḻa (See)

[ଉ—ଚାରୋଟି ଦାନ୍ତ ତାର ଦିଶଇ ଶୁକଳ—କୃଷ୍ଣସିଂହ ମହାଭାରତ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗଦେଶର ବଂଶୋପାଧି ବିଶେଷ —A family title of Bengal.