ମାଳା

ଉଇକିଅଭିଧାନ‌ରୁ

ମାଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମା=ଲକ୍ଷ୍ମୀ; ଦୀପ୍ତି+ଲା. ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. ମାଳ; ମାଲ୍ୟ; ପୁଷ୍ପାଦିଚରିତ ହାର; ସ୍ରକ୍ —୧. Garland.
୨. ବେକରେ ପିନ୍ଧା— ଯିବା ସୁନା ଆଦିର ହାର ବା କଣ୍ଠି —୨. Necklace.
୩. ସମୂହ; ସଂଗ୍ରହ —୩. Collection.
୪. ପନ୍ତି; ଶ୍ରେଣୀ; ଧଡ଼ି —୪. Row.

[ଦ୍ରଷ୍ଟବ୍ୟ —ଶବର ଭାଷାରେ ମାଳ=ଜଙ୍ଗଲ; ଜଙ୍ଗଲରୁ ଆସୁଥିବା ଫୁଲରେ ପ୍ରସ୍ତୁତ ହେବାରୁ ଏହାର ନାମ ମାଳା ଏହି ଶବ୍ଦ ଶବର ଭାଷାରୁ ସଂସ୍କୃତକୁ ଆସିଅଛି]