କଇମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଇମ
ଉଚ୍ଚାରଣ: Kaima

ଦେ. ବି. —

ବନ୍ୟ ପୁଷ୍ପବୃକ୍ଷବିଶେଷ — A species of wild flowering tree.

ବକୁଳ କଦମ୍ବ କଇମ, ମାଧବୀ ମାଳତୀ କୁସୁମ ଭୂପତି, ପ୍ରେମପଞ୍ଚାମୃତ