Jump to content

ଘୁଣାକ୍ଷରରେ

ଉଇକିଅଭିଧାନ‌ରୁ

ଘୁଣାକ୍ଷରରେ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ସାମାନ୍ୟ ଇଙ୍ଗିତରେ; ଇସରାରେ ସୁଦ୍ଧା — Even by the silghtest intimation. indication or hint.

(ଯଥା—ମୁଁ ଉକ୍ତ ସଭାକୁ ଯିବା ପୂର୍ବରୁ ସେଠାରେ ମୋତେ ବତ୍କୃତା ଦେବାକୁ ହେବ ବୋଲି ଘୁଣାକ୍ଷରରେ ଜାଣି ନ ଥିଲି)