ଘାଏ ଘାଏ
ଦେଖଣା
ଘାଏ ଘାଏ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଘାଏ ଘାଏ
|
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଘାତ)
[ସମ୍ପାଦନା]୧ : ଏକ ଏକ ପ୍ରହାର କରି — ୧. Stroke by stroke.
- ୨. ଥରକେ ଏକ ପ୍ରହାର ଦେଇ; ଥରକେ ପାହାରେ — ୨. One stroke at a time.
ରଜାକୁ ଘାଏ ଘାଏ ରାଣୀଙ୍କ ଯୁଗବୁଡ଼ ଢଗ
- ୩. ଥରକୁ ଥର; ବାରଂବାର — ୩. Repeatedly; over and over.
(ଯଥା—ତୁ ଏଠାକୁ ଘାଏ ଘାଏ ଆସୁଥିବୁ ତ )