କମାର
ଦେଖଣା
କମାର —
ଉଚ୍ଚାରଣ: Kamarā
কামার
लाहार
(କମାରୁଣୀ—ସ୍ତ୍ରୀ)
ଦେ. ବି. ପୁଂ. (ସଂ. କର୍ମ୍ମକାର) —
ଲୁହାକାମ କରିବା କାରିଗର — Blacksmith.
ପ୍ରାଦେ. ୧: (ବାଙ୍କି) ବି —
ଏକଜାତିୟ କେଉଟ; ମାଛୁଆ କମାର —୧. A-cast of fishermen.
୨: (ମୟୂରଭଞ୍ଜ) ବି—ଅନାର୍ଯ୍ୟ ଜାତିବିଶେଷ — ୨. A class of non-Aryans.