ବିଦଗ୍ଧ
ବିଦଗ୍ଧ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବିଦଗ୍ଧା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ)[ସମ୍ପାଦନା]
- ୧. ରସିକ —୧. Witty; j̄ovial; humorous.
- ୨. ନାଗର — ୨. Lustful; gallant; amorous.
- ୩. ଚତୁର — ୩. Clever; shrewd.
- ୪. ପଟୁ; ନିପୁଣ —୪. Able; skilful.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ପଣ୍ଡିତ —୧. A learned man.
- ୨. ରସିକ ବ୍ୟକ୍ତି —୨. A beau; a wit.
- ୩. ନାଗର —୩. A gallant.