Jump to content

ଶକୁଳାକ୍ଷା

ଉଇକିଅଭିଧାନ‌ରୁ

ଶକୁଳାକ୍ଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
ସଂସ୍କୃତ - ଶ୍ୱେତଦୂର୍ବା, ଶତବୀର୍ଯ୍ୟା, ଗୋଲୋମୀ ତେଲୁଗୁ - ଶୁକ୍ଳ ଦୁର୍ବାଲୁ 

[ଶକୁଳାକ୍ଷକ—ଅନ୍ୟରୂପ]

ସଂସ୍କୃତ - ବି—(ଶକୁଳ+ଅକ୍ଷି; ଶେଉଳମାଛ ପରି ଆଖି ଯାହାର)

[ସମ୍ପାଦନା]
୧. ଶ୍ୱେତ ଦୂର୍ବା; ଧଳା ଦୂବ; ଛେତ ଦୂବ —୧. Creeping cynodon.

[ଦ୍ରଷ୍ଟବ୍ୟ —ଏହାର ଚେର ଗୋରୁମାନଙ୍କ ପକ୍ଷରେ ଅତ୍ୟନ୍ତ ଉପକାରୀ, ଏବଂ ପୃଷ୍ଟିକର ଏହା କଷାୟ ତିକ୍ତ ମଧୁର ରସ, ବ୍ରଣନାଶକ, ତେଜୋବର୍ଦ୍ଧକ ଓ ଶୀତବୀର୍ଯ୍ୟ ଏହା ବିସପି, ରକ୍ତଦୋଷ, ପିତ୍ତ, କଫ, ତୃଷ୍ଣା ଓ ଦାହନାଶକ]