ଶକୁଳାକ୍ଷା
ଶକୁଳାକ୍ଷା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂସ୍କୃତ - ଶ୍ୱେତଦୂର୍ବା, ଶତବୀର୍ଯ୍ୟା, ଗୋଲୋମୀ ତେଲୁଗୁ - ଶୁକ୍ଳ ଦୁର୍ବାଲୁ
[ଶକୁଳାକ୍ଷକ—ଅନ୍ୟରୂପ]
ସଂସ୍କୃତ - ବି—(ଶକୁଳ+ଅକ୍ଷି; ଶେଉଳମାଛ ପରି ଆଖି ଯାହାର)[ସମ୍ପାଦନା]
- ୧. ଶ୍ୱେତ ଦୂର୍ବା; ଧଳା ଦୂବ; ଛେତ ଦୂବ —୧. Creeping cynodon.
[ଦ୍ରଷ୍ଟବ୍ୟ —ଏହାର ଚେର ଗୋରୁମାନଙ୍କ ପକ୍ଷରେ ଅତ୍ୟନ୍ତ ଉପକାରୀ, ଏବଂ ପୃଷ୍ଟିକର ଏହା କଷାୟ ତିକ୍ତ ମଧୁର ରସ, ବ୍ରଣନାଶକ, ତେଜୋବର୍ଦ୍ଧକ ଓ ଶୀତବୀର୍ଯ୍ୟ ଏହା ବିସପି, ରକ୍ତଦୋଷ, ପିତ୍ତ, କଫ, ତୃଷ୍ଣା ଓ ଦାହନାଶକ]