ଘରଘର
ଦେଖଣା
ଘରଘର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଅନୁବାଦ
[ସମ୍ପାଦନା]ଘରଘର
|
ଦେଶଜ - ଅ
[ସମ୍ପାଦନା]- ୧. ପ୍ରତିଘରେ — ୧. In every house.
ଘରଘର ଠାକୁରବାଡ଼ୀ—ଢଗ
- ୨. ଜଣକ ଘରୁ ଅନ୍ୟ ଘରକୁ — ୨. From one's door to another's from one house to another; from door to door.
ଘରଘର ହୋଇ ବୁଲଇ ଗୋରମ, ମଦ ବିକାଯାଏ ବସି—ଢଗ
- ୩. (ଧ୍ୱନ୍ୟନୁକରଣ) (ସଂସ୍କୃତ - ଘର୍ଘର)—ଘର୍ଘର (ଦେଖ) - ୩. Gharghara (See).