ଜନାବ୍
ଦେଖଣା
ଜନାବ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜନ+ ଅବ୍ ଧାତୁ ରକ୍ଷା କରିବ+ କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]ଲୋକପାଳକ —Protecting men.
ବୈଦେଶିକ - ଅ . (ଆ) ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରତି ମାନ୍ୟାର୍ଥକ ସଂବୋଧନ; ଢୁଳ. ସଂସ୍କୃତ - ଜନାବ୍= ଲୋକପାଳକ)
[ସମ୍ପାଦନା]ହଜୁର ! ଶ୍ରୀହଜୁର!; ମାନନୀୟ ମହାଶୟ ! —(a term of address to a hgh personage) Your honour ! Your worship !
ବିଶେଷଣ -
[ସମ୍ପାଦନା]ମହାଶୟ; ମାନନୀୟା —Respectable; honourable.
(ଯଥା—ଜନାବ୍ ମୌଲବୀ ସାହେବ୍)