ଜ୍ଞାତିଭାଇ

ଉଇକିଅଭିଧାନ‌ରୁ

ବିଶେଷ୍ୟ(ଗ୍ରାମ୍ୟ) [୧][ସମ୍ପାଦନା]

  • ଜ୍ଞାତିକୁଟୁମ୍ବ
  • ବହୁପୁରୁଷ ଛଡା ଭାଇଲେଖା ବ୍ୟକ୍ତି

ଆଧାର[ସମ୍ପାଦନା]

  1. ପ୍ରମୋଦ ଓଡ଼ିଆ ଅଭିଧାନ ,ପୃଷ୍ଠା -୧୦୧୨

ଜ୍ଞାତିଭାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ଞାତି+ଭାତୃ)[ସମ୍ପାଦନା]

୧. ଜ୍ଞାତି କୁଟୁମ୍ୱ — ୧. Kinsmen.
୨. ବହୁ ପୁରୁଷ ଛଡ଼ା ଭାଇଲେଖା ବ୍ୟକ୍ତି — ୨. An agnatic cousin; a cousin many degrees removed; a distant cousin.