ଖାଦ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦ୍ୟ
ଉଚ୍ଚାରଣ: Khādya

ସଂ .ବିଣ. (ଖାଦ୍ ଧାତୁ+କର୍ମ. ୟ) —

୧: ଭୋଜ୍ୟ; ଭୋଜନର ଉପଯୁକ୍ତ — ୧. Eatable; edible; fit to be eaten.

୨: ପଥ୍ୟ — ୨. Beneficial to the health.

ସଂ. ବି —

ଭକ୍ଷ୍ୟ ବସ୍ତୁ —Food; victuals.