କଉଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଟା
ଉଚ୍ଚାରଣ: Kauṭā
কৌটা कौटा

ପ୍ରାଦେ. (ସମ୍ବଲପୁର) ବି—(ସଂ. କଟ ଧାତୁ=ଆବରଣ; କରିବା) —

ଡବା; ବଟା; ଫରୁଆ — A small wooden or metal box.