ବଇଲା

ଉଇକିଅଭିଧାନ‌ରୁ

ବଇଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଇଲେ—ଅନ୍ୟରୂପ)

ବୈଦେଶିକ - ବି—(ହିନ୍ଦୀ. ବୈଲ୍)[ସମ୍ପାଦନା]

ବଳଦ — Ox; bullock.

=== ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ବଦ ଧାତୁ)

(ସେ) ବୋଇଲା; କହିଲା —(he) Said.