ପୁଷ୍ପ
Appearance
ପୁଷ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଷ୍ପ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଫୁଲ — ୧. Flower.
- ୨. ସ୍ତ୍ରୀରଜଃ —୨. Menses; menstrual flux.
- ୩. (+ ଭାବ. ଅ) ବିକାଶ; ପ୍ରକାଶ — ୩. Expansion; exhibition.
- ୪. ନେତ୍ରରୋଗବିଶେଷ; ଅଖିର ଫୁଲା; ପରଳ — ୪. A disease of the eye; albugo; lencoma.
[[]] ୫ ପୁଷ୍ପକ ]] ୧ (ଦେଖ) - —୫. Pushpaka ୧. (See)