Jump to content

ନିଶ୍ଚୟ

ଉଇକିଅଭିଧାନ‌ରୁ

ନିଶ୍ଚୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ନିର୍+ଚି ଧାତୁ=ଏକତ୍ର କରିବା+ଭାବ. ଅ)

[ସମ୍ପାଦନା]
୧. ସନ୍ଦେହଶୂନ୍ୟ ଜ୍ଞାନ; ନିଃସନ୍ଦେହ ଜ୍ଞାନ — ୧. Certainty; certitude; clear knowledge of a thing.

ଗହନ କି ବନ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର କବିସୂର୍ଯ୍ୟ କିଶୋରୀ ଚମ୍ପୁ, ଗ ଗୀତ

୨. କାବ୍ୟର ଅଳଙ୍କାରବିଶେଷ; ଅନ୍ୟ ବସ୍ତୁର ନିଷେଧଦ୍ୱାରା ପ୍ରକୃତ ବସ୍ତୁର ସ୍ଥାପନ —୨. A figure of sheech in which the truth is eatablished by proving an assumption to be false.
୩. ନିର୍ଣ୍ଣୟ; ନିର୍ଦ୍ଧାରଣ —୩. Ascertaining.
୪. ମନରେ ଦୃଢ଼ ଧାରମା —୪. Conviction.
୫. ସଂକଳ୍ପ —୫. Resolution; determination
୬. ସିଦ୍ଧାନ୍ତ; ମୀମାଂସା —୬. Settlement; decision.
୭. ଅଧ୍ୟବସାୟ —୭. Perseverance.

ଦେଶଜ - ବଣ.—(ସଂସ୍କୃତ - ନିଶ୍ଚିତ)

[ସମ୍ପାଦନା]
୧. ନିଃସନ୍ଦେହ; ସଂଶୟରହିତ — ୧. Undoubted; doubtless.
୨. ସ୍ଥିର —୨. Certain.

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ନିଶ୍ଚୟେଣ; ନିଶ୍ଚୟାତ୍)

[ସମ୍ପାଦନା]

ନିଶ୍ଚେଁ; ନିଃସନ୍ଦେହରେ —Certainly; surely; without doubt.