ଜିର୍ଗା
ଜିର୍ଗା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ଜୀରଗାହ୍)[ସମ୍ପାଦନା]
ମୁସଲମାନଙ୍କ ଜାତୀୟ ବା ରାଜନୈତିକ ସମ୍ମିଳନୀ —A social or political conference of the Mahomedans inhabiting the N.W. Frontier provinces of India.
[ ଦ୍ର—କାବୁଲ ଓ ଭାରତର ଉତ୍ତର ପଶ୍ଚିମ ସୀମାନ୍ତବାସୀ ଆଫ୍ରିଦୀ ଆଦି ଜାତିମାନେ ଜିର୍ଗା ବସାଇ ରାଜନୈତିକ ସମସ୍ୟାମାନ ଆଲୋଚନା କରନ୍ତି]