Jump to content

ଡିନର୍

ଉଇକିଅଭିଧାନ‌ରୁ

ଡିନର୍

ଉଚ୍ଚାରଣ

[ସମ୍ପାଦନା]

(ଡିନାର୍—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିନ୍ନର୍)

[ସମ୍ପାଦନା]

ସାହେବମାନଙ୍କ ମଧ୍ୟାହ୍ନ ବା ଦିନର ପ୍ରଧାନ ଭୋଜନ —Dinner.

[ ଦ୍ର—ଏହା ରାତି ୮ଟା ବେଳେ ଖିଆ ଯାଏ]

୨. ସାହେବୀ ଖାନା —୨. European meal.