Jump to content

ବସ୍ତା

ଉଇକିଅଭିଧାନ‌ରୁ

ବସ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ରବିଶେଷ୍ୟ - (ଫାରାସୀ - ବସ୍ତା=ବସ୍ତାନି; ତୁଳ. ସଂସ୍କୃତ - ବସ୍ତ୍ର)

[ସମ୍ପାଦନା]
୧. ବୋରା; ଆଖାର ବଡ଼ ମୁଣା —୧. Gunny-bag; bale; bag.
୨. ଗଣ୍ଠିଲି ବାନ୍ଧିବାରେ ବ୍ୟବହୃତ ଝୋଟଲୁଗା — ୨. Gunny.
୩. ବାଲେଶ୍ୱର ଜିଲ୍ଲାର ଗୋଟିଏ ଥାନା ଓ କ୍ଷିଦ୍ରନଗର —୩. Name of a small town and a police station in Balasore.