ପହଣୀ

ଉଇକିଅଭିଧାନ‌ରୁ

ପହଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବେଣୀ; ସଂସ୍କୃତ - ପୟଃ+ ନାଳୀ)[ସମ୍ପାଦନା]

୧. ଜଳ ନାଳ —୧. Water channel.
୨. ଲମ୍ୱା ଗହୀର ଗାତ —୨. Trench; moat; ditch; long deep pit.