'କ' 'ବ' 'ଚ' କରି ପଢ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

'କ' 'ବ' 'ଚ' କରି ପଢ଼ିବା
ଉଚ୍ଚାରଣ: 'Ka' 'ba' 'cha' kari paṟḍ̠ẖibā.

(file)

ଦେ. କ୍ରି —

ଅସଂଲଗ୍ନ ଭାବରେ ପଢ଼ିବା To read incoherently.