ଅଇଘରା
ଦେଖଣା
ଧ୍ୱନି | (file) |
- ମାଘ ପୂର୍ଣିମା
ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଝାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁକୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ ।
- ଅଗି; ମାଘପୂର୍ଣିମା ରାତିରେ ଗାଆଁମୂଣ୍ଡରେ ଜଳାଯିବା ନିଆଁଗଦା ।
- ଦୋଳପୂର୍ଣିମାର ପୂର୍ବରାତ୍ରି ।
- ଦୋଳପୂର୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ ।