ଅଳସିରା

ଉଇକିଅଭିଧାନ‌ରୁ

ବିଶେଷ୍ୟ [୧][ସମ୍ପାଦନା]

  • ପ୍ରାଦେଶିକ(ପୁରୀ)
    • ବାହଲ; ତେଣ୍ଡା ବା ଯନ୍ତରେ ବ୍ୟବହୃତ ଲମ୍ବା ବାଉଁଶ(ଯାହାର ଗୋଟିଏ ଅଗରେ ବୋଲୁଅ(ଓଜନିଆ ବସ୍ତୁ)ବନ୍ଧା ଥାଏ ଓ ଅନ୍ୟ ଅଗରେ ପାଣି ଉଠାଇବାର ପାତ୍ର ଝୁଲାଥାଏ )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା- ୫୯୫