ଆପ୍ଫା ମାରିବା
Jump to navigation
Jump to search
ଆପ୍ଫା ମାରିବା
ଓଡ଼ିଆ[ସମ୍ପାଦନା]
ଦେଶଜ - କ୍ରିୟାପଦ -[ସମ୍ପାଦନା]
ଅପ୍ଫା କରିବା; ଆଖିରେ ଗୁଣ୍ଡ ଆଦି ପଡ଼ି ଆଖିଭିତରେ ଖୁଞ୍ଚି ଦେଲେ ମୁହଁକୁ ଆଁ କରି ମୁହଁରେ ହାତ ପାପୁଲିକୁ ବା କନାବିଣ୍ଡାକୁ ମାଡ଼ି ତହିଁ ଉପରେ ଜୋର୍ରେ ପାଟିବାଟେ ନିଶ୍ୱାସ ମାରି ହାତ ପାପୁଲି ବା ଉକ୍ତ କନାବିଣ୍ଡା ଉଷୁମ ଥାଉଁ ଥାଉଁ ତାକୁ ଖୁଞ୍ଚୁଥିବା ଆଖି ଉପରେ ମାଡ଼ିବା (ଏପରି କଲେ ଆଖିର ଖୁଞ୍ଚା କମିଯାଏ)