Jump to content

ଆଫା ମାରିବା

ଉଇକିଅଭିଧାନ‌ରୁ

ଆଫା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅପ୍ଫା କରିବା; ଆଖିରେ ଗୁଣ୍ଡ ଆଦି ପଡ଼ି ଆଖିଭିତରେ ଖୁଞ୍ଚି ଦେଲେ ମୁହଁକୁ ଆଁ କରି ମୁହଁରେ ହାତ ପାପୁଲିକୁ ବା କନାବିଣ୍ଡାକୁ ମାଡ଼ି ତହିଁ ଉପରେ ଜୋର୍ରେ ପାଟିବାଟେ ନିଶ୍ୱାସ ମାରି ହାତ ପାପୁଲି ବା ଉକ୍ତ କନାବିଣ୍ଡା ଉଷୁମ ଥାଉଁ ଥାଉଁ ତାକୁ ଖୁଞ୍ଚୁଥିବା ଆଖି ଉପରେ ମାଡ଼ିବା (ଏପରି କଲେ ଆଖିର ଖୁଞ୍ଚା କମିଯାଏ)