ଆବହମାନ

ଉଇକିଅଭିଧାନ ରୁ
Jump to navigation Jump to search

ସର୍ବନାମ,ବିଶେଷଣ[ସମ୍ପାଦନା]

  • କ୍ରମାଗତ,ଯାହା ଚିରକାଳରୁ ପ୍ରଚଳିତ(coming down from time immemorial)
  • ଯାହା ବହୁପୂର୍ବରୁ ଚଳିଆସୁଅଛି(current since time immemorial)
  • ଯାହା ବହିଆସୁଛି(flowing on)

[୧]

  1. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ପୃଷ୍ଠା-୭୮୬