ଉଇକିପିଡ଼ିଆ:Bots/Requests for approval/PsubhashishBot

ଉଇକିଅଭିଧାନ‌ରୁ

ଚାଳକ: [[ବ୍ୟବହାରକାରୀ:Psubhashish}}

ପ୍ରୋଗ୍ରାମିଂ ଭାଷା: JS Wiki Browser, ପାଇଥନ

କାମ: ବନାନଗତ ଭୁଲ ଥିବା ଶବ୍ଦ ଓ ତା' ଭିତରେ ଥିବା ଲେଖାର ସାମୁହିକ ସଂଶୋଧନ, ରକ୍ଷଣାବେକ୍ଷଣା ଓ ଅନ୍ୟାନ୍ୟ ସ୍ୱୟଂଚାଳିତ କାମ

ସମୟ: ଆବଶ୍ୟକ ମୁତାବକ

ଅନ୍ୟାନ୍ୟ ସୂଚନା: ଛାଞ୍ଚ:uକୁ ସ୍ୱୟଂଚାଳକ (Bot) ଭାବେ ଚିହ୍ନିତ (Bot status) କରିବା ପାଇଁ ସମସ୍ତଙ୍କ ସହମତି ଲୋଡୁଛି । ପରଖ ପାଇଁ ନିକଟରେ କିଛି ବଦଳ କରିଛି ଯାହା ସମସ୍ତେ ଦେଖିପାରିବେ ।

ଆଲୋଚନା[ସମ୍ପାଦନା]