ଉଠାଇବା
ଦେଖଣା
(ଦେଶଜ)
[ସମ୍ପାଦନା]- ଚଢାଇବା; ଉନ୍ନତି କରିବା
- ଉତ୍ତୋଳିତ କରିବା
- ପ୍ରକାଶ ବା ପ୍ରକଟନ କରିବା; ପ୍ରଘଟ କରିବା
- ନିଦ୍ରା ଭଙ୍ଗାଇବା
- ସ୍ଥାନତ୍ୟାଗ କରାଇବା; ସ୍ଥାନଭ୍ରଷ୍ଟ କରାଇବା
- ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା
- ଉଦୟ ହେବା; ଉଇଁବା; ଘଟିବାର ପୂର୍ବ ଲକ୍ଷଣ
- ଲୋପ କରିବା
- ତଡିଦେବା
- ସ୍ରୋତର ବିପରୀତ ଦିଗକୁ ଗତି କରାଇବା ବା ନେବା
- ଲ୍ୟାମ୍ପର ବତୀକୁ ତେଜିବା
- କୌଣସି ପ୍ରସ୍ତାବକୁ ସଭାରେ ଉପସ୍ଥାପିତ କରିବା
- କୌଣସି କାର୍ଯ୍ୟକୁ ସମାପନ କରିବା
- ଆଦାୟ କରିବା
- ଉଚ୍ଚତର ପଦ ବା ଶ୍ରେଣୀକୁ ଅଗ୍ରସର କରାଇବା
- ଦୋକାନରୁ ସଉଦାଆଦି କାଳିରେ ନେବା